ଝୁଙ୍କି Jhuṅki

  • ଦେ. ବି — ଦାୟିତ୍ୱ — Responsibility
  • ଦେ. ବି — ପିଲା ପ୍ରସବ ଝୁଙ୍କି ଯାକ ସବୁ ଆମ୍ଭର। ଭିକାରି, ଯୌତୁକ।
  • ଦେ. ବି — ଉତ୍ସାହ — Zeal
  • ଦେ. ବି — ଖିଆଲ — Whim
  • ଦେ. ବି — (ଯଥା—ତାର ଗୋଟିଏ ଝୁଙ୍କି ଉଠିଛି।)
  • ଦେ. ବି — କ୍ଳେଶଜନକ ଭାର — Hard task
  • ଦେ. ବି — ଝୁଙ୍କ (ଦେଖ) — Jhuṅka (See)