ଝୁଙ୍କିବା Jhuṅkibā

  • ଦେ. କ୍ରି. (ସଂ. ଧୁକ୍ଷ; ଧିକ୍ଷ ଧାତୁ=ସନ୍ଦୀପନ; କ୍ଲେଶନ) — ନିଶାରେ ଟଳିବା — To reel with in toxication; to totter; to stagger
  • ଦେ. କ୍ରି. (ସଂ. ଧୁକ୍ଷ; ଧିକ୍ଷ ଧାତୁ=ସନ୍ଦୀପନ; କ୍ଲେଶନ) — ଟଳିବା — To reel
  • ଦେ. କ୍ରି. (ସଂ. ଧୁକ୍ଷ; ଧିକ୍ଷ ଧାତୁ=ସନ୍ଦୀପନ; କ୍ଲେଶନ) — ଆଗକୁ ନଇଁ ପଡ଼ିବା — To stoop forward
  • ଦେ. କ୍ରି. (ସଂ. ଧୁକ୍ଷ; ଧିକ୍ଷ ଧାତୁ=ସନ୍ଦୀପନ; କ୍ଲେଶନ) — ଦୋହୋଳିବା — To shake
  • ଦେ. କ୍ରି. (ସଂ. ଧୁକ୍ଷ; ଧିକ୍ଷ ଧାତୁ=ସନ୍ଦୀପନ; କ୍ଲେଶନ) — ନିଷ୍ଠା ସହକାରେ ଲାଗିବା ବା ଶ୍ରମ କରିବା — To labour at a thing with effort
  • ଦେ. କ୍ରି. (ସଂ. ଧୁକ୍ଷ; ଧିକ୍ଷ ଧାତୁ=ସନ୍ଦୀପନ; କ୍ଲେଶନ) — ବଙ୍ଗଳା ଏପିଡ଼େମିକ୍ ଫିଭର୍ ଓ ବୋମ୍ଭେ ପ୍ଲେଗରେ କେଡ଼େ କେଡ଼େ ଡାକ୍ତର ଝୁଙ୍କିଥିଲେ, କଣ କଲେ? ଫକୀରମୋହନ, ଛମାଣଆଠଗୁଣ୍ଠ
  • ଦେ. କ୍ରି. (ସଂ. ଧୁକ୍ଷ; ଧିକ୍ଷ ଧାତୁ=ସନ୍ଦୀପନ; କ୍ଲେଶନ) — କୌଣସି ବ୍ଯକ୍ତି ଉପରେ ଗୁରୁ ଦାୟିତ୍ୱ ବା ଅଭିଯୋଗ ଲଦା ହେବା — (any grave responsility or charge) To lie on the head of a person
  • ଦେ. କ୍ରି. (ସଂ. ଧୁକ୍ଷ; ଧିକ୍ଷ ଧାତୁ=ସନ୍ଦୀପନ; କ୍ଲେଶନ) — ଥରେ ଗୋଟିଏ ଚୋରି ତାହା ଉପରେ ଝୁଙ୍କିଥିଲା। ଫକୀରମୋହନ, ଛମାଣଆଠଗୁଣ୍ଠ।
  • ଦେ. କ୍ରି. (ସଂ. ଧୁକ୍ଷ; ଧିକ୍ଷ ଧାତୁ=ସନ୍ଦୀପନ; କ୍ଲେଶନ) — ନଇଁବା; ନତହେବା — To bend
  • ଦେ. କ୍ରି. (ସଂ. ଧୁକ୍ଷ; ଧିକ୍ଷ ଧାତୁ=ସନ୍ଦୀପନ; କ୍ଲେଶନ) — ଗୋଟିଏ ପାଖକୁ ଢଳିବା — To lean to one side; to incline