ଝୁଙ୍କ Jhuṅka
- ଦେ. ବି. (ସଂ. ଧୂକ୍ଷ; ଧିକ୍ଷ ଧାତୁ—ସନ୍ଦୀପନ; କ୍ଳେଶନ) — ନତି; ନତହେବା — Stooping
- ଦେ. ବି. (ସଂ. ଧୂକ୍ଷ; ଧିକ୍ଷ ଧାତୁ—ସନ୍ଦୀପନ; କ୍ଳେଶନ) — ନିଶାର ଆକ୍ରମଣ ଯୋଗୁଁ ଟଳିବା — Tottering due to intoxication
- ଦେ. ବି. (ସଂ. ଧୂକ୍ଷ; ଧିକ୍ଷ ଧାତୁ—ସନ୍ଦୀପନ; କ୍ଳେଶନ) — ମାଦକ ଦ୍ରବ୍ୟର ପ୍ରଭାବ; ନିଶା — Intoxication
- ଦେ. ବି. (ସଂ. ଧୂକ୍ଷ; ଧିକ୍ଷ ଧାତୁ—ସନ୍ଦୀପନ; କ୍ଳେଶନ) — କ୍ରୋଧାବେଗ; ରାଗର ହପ୍ପା — Fit of anger
- ଦେ. ବି. (ସଂ. ଧୂକ୍ଷ; ଧିକ୍ଷ ଧାତୁ—ସନ୍ଦୀପନ; କ୍ଳେଶନ) — କୌଣସି ପଦାର୍ଥର ଅପେକ୍ଷାକୃତ ଅଧିକ ଓଜନ ହେତୁ ତରାଜୁର ଏକପାଖ ତଳକୁ ଝୁଙ୍କିବା — The coming down of one of the scale-pans of a balance due to the relative heaviness of an article put on it
- ଦେ. ବି. (ସଂ. ଧୂକ୍ଷ; ଧିକ୍ଷ ଧାତୁ—ସନ୍ଦୀପନ; କ୍ଳେଶନ) — ବେଶି ଓଜନ — Comparative heaviness of a thing put on the scalepan