ଝିଲିମିଲିକା Jhili-milikā

  • ଦେ. ବି. (ସଂ. ହୁଳ ବା ଧୂଳ ଧାତୁ) — ଜୁଳୁଜୁଳିଆ ପୋକ — Fire-fly
  • ଦେ. ବି. (ସଂ. ହୁଳ ବା ଧୂଳ ଧାତୁ) — ଯେଉଁ କବାଟ ବନ୍ଦ ଥାଇ ସୁଦ୍ଧା ତହିଁର ଫାଙ୍କ ଖୋଲା ଯିବା ଓ ବନ୍ଦ କରିବା ପାଇଁ କଳ ଲାଗି ଥାଏ — Ventian door
  • ଦେ. ବି. (ସଂ. ହୁଳ ବା ଧୂଳ ଧାତୁ) — ସ୍ତ୍ରୀମାନଙ୍କ ସୀମନ୍ତରେ ପିନ୍ଧାଯିବା ଜାଲିଦାର୍ ଭୂଷଣବିଶେଷ — An ornament for the head
  • ଦେ. ବି. (ସଂ. ହୁଳ ବା ଧୂଳ ଧାତୁ) — ବହୁଁ ଚନ୍ଦ୍ର ଝୁମ୍ପ ଝିଲିମିଲିକା। ଭଞ୍ଜ, ବୈଦେହୀଶବିଳାସ।