ଝିମେଇ ଝିମେଇ Jhimei jhimei
- ଦେ. କ୍ରି. (ଅସମାପିକା କ୍ରିୟା; କ୍ରିୟାବିଶେଷଣ ରୂପେ ବ୍ଯବହୃତ) — ଅତି କ୍ଷୀଣ ଭାବରେ — Very slightly
- ଦେ. କ୍ରି. (ଅସମାପିକା କ୍ରିୟା; କ୍ରିୟାବିଶେଷଣ ରୂପେ ବ୍ଯବହୃତ) — ଧୀରେ ଧୀରେ — Slowly
- ଦେ. କ୍ରି. (ଅସମାପିକା କ୍ରିୟା; କ୍ରିୟାବିଶେଷଣ ରୂପେ ବ୍ଯବହୃତ) — (ଯଥା—ପାଣି ପୋଖରୀରୁ ଝିମେଇ ଝିମେଇ ବହି ଯାଉଛି।)
- ଦେ. କ୍ରି. (ଅସମାପିକା କ୍ରିୟା; କ୍ରିୟାବିଶେଷଣ ରୂପେ ବ୍ଯବହୃତ) — ଆଳସ୍ୟ ସହକାରେ — Idly; slothfully
- ଦେ. କ୍ରି. (ଅସମାପିକା କ୍ରିୟା; କ୍ରିୟାବିଶେଷଣ ରୂପେ ବ୍ଯବହୃତ) — ନିଦ୍ରାତୁର ହୋଇ ଇତସ୍ତତଃ ଢୁଳାଇବା ପ୍ରକାରେ — Drowsily; nodding
- ଦେ. କ୍ରି. (ଅସମାପିକା କ୍ରିୟା; କ୍ରିୟାବିଶେଷଣ ରୂପେ ବ୍ଯବହୃତ) — (ଯଥା—ସେ ଝିମେଇ ଝିମେଇ ଚାଲୁଛି।)