ଝିନପତନୀ Jhina-patanī

  • ଦେ. ବି. (ସଂ. ଚୀନ+ପଟ୍ଟୁ) — ଅତ୍ୟନ୍ତ ସୂକ୍ଷ୍ମ ବସ୍ତ୍ର — Very delicate fabric
  • ଦେ. ବି. (ସଂ. ଚୀନ+ପଟ୍ଟୁ) — ଅତ୍ୟନ୍ତ ପତଳା ପାଟ ଲୁଗା; ହାଉଆ ଶାଢ଼ୀ — Thin silk cloth; a thin kind of silk gauze
  • ଦେ. ବି. (ସଂ. ଚୀନ+ପଟ୍ଟୁ) — ଝିନପତନୀ ଅଙ୍ଗେ ଶୋଭା, ଝଟକ ବିଦ୍ୟୁ ପ୍ରାୟ ଆଭା— ବଳରାମ ଦାସ, କମଳଲୋଚନ ଚଉତିଶା।