ଝିଟ୍କା Jhiṭ-kā

  • ଦେ. ବି — ହଠାତ୍ କ୍ଷଣକାଳ ଝିଙ୍କିବା — Sudden jerk
  • ପ୍ରାଦେ. (ଗଞ୍ଜାମ) ବି — ଆହାର ଦେଇ ପକ୍ଷୀମାନଙ୍କୁ ମାରିବାରେ ବ୍ଯବହୃତ ସ୍ପ୍ରିଙ୍ଗ୍ ବା କମାଣୀ ଯୁକ୍ତ କାଠର ଯନ୍ତ୍ରବିଶେଷ — A contrivance with a spring used as a trap to kill birds by decoying them with baits