ଝିଞ୍ଝଟ Jhin̄jhaṭa

  • ଦେ. ବି — ସଙ୍ଗୀତର ରାଗିଣୀବିଶେଷ — Name of a musical air
  • ଦେ. ବି — [ଦ୍ର—ଏହା ସମ୍ପୂର୍ଣ୍ଣ ଜାତିର ରାଗିଣୀ। ଏଥିରେ ସବୁ ଶୁଦ୍ଧ ସ୍ୱର ଲାଗେ, ଏହା ଦିନର ଚତୁର୍ଥ ପ୍ରହରରେ ଗେୟ—ହି. ଶବ୍ଦସାଗର।]
  • ଦେ. ବି — (ସଂ. ଝଞ୍ଜା ବାତ; ଜଞ୍ଜାଳ)—ଝଞ୍ଜଟ (ଦେଖ) — Jhan̄jaṭa (See)