ଝିଞ୍ଜିଟିଆ Jhin̄jiṭiā

  • ଦେ. ବିଣ. ପୁଂ ଓ ସ୍ତ୍ରୀ. (ସଂ. ଜଞ୍ଜାଳ) — ଜଞ୍ଜାଳିଆ; ଗୋଳମାଳିଆ; ଅଡ଼ୁଆ ତଡ଼ୁଆ — Complicated; entangled
  • ଦେ. ବିଣ. ପୁଂ ଓ ସ୍ତ୍ରୀ. (ସଂ. ଜଞ୍ଜାଳ) — ଯେଉଁ ଲୋକ ଅନ୍ଯ ଲୋକ ସଙ୍ଗେ ଗୋଳମାଳ ବା ଅଡ଼ୁଆ ଲଗାଏ; ଯେଉଁ ଲୋକ ଉପର୍ଯ୍ୟୁପରି ପ୍ରାର୍ଥନା ଦ୍ୱାରା ପ୍ରାର୍ଥିତ ବ୍ଯକ୍ତି ମନରେ ବିରକ୍ତି ଜାତ କରାଏ — Teasing; importunate; vexations; troublesome