ଝିଞ୍ଜାରିବା Jhin̄jāribā
- ଦେ. କ୍ରି. (ସଂ. ଜର୍ଜର; ଜୃ ଧାତୁ=ଜୀର୍ଣ୍ଣ କରିବା) — ବିଦାରିବା; ବହୁ ଛିଦ୍ର କରିବା; ଜୀର୍ଣ୍ଣ ବା ସାରହୀନ କରିବା; ଭିଣି ନଷ୍ଟ କରିବା — To canker; to bore holes into a thing; to perforate
- ଦେ. କ୍ରି. (ସଂ. ଜର୍ଜର; ଜୃ ଧାତୁ=ଜୀର୍ଣ୍ଣ କରିବା) — [ଦ୍ର—ଜୀର୍ଣ୍ଣ କାଠ ବା ଲୁଗା ବା ପୁସ୍ତକକୁ ପୋକ ଝିଞ୍ଜାରି ପକାନ୍ତି।]