ଝିଙ୍ଗିଡ଼ି Jhiṅgiṟḍ̠i

  • ଦେ. ଅ. (ଧ୍ୱନ୍ୟନୁକରଣ) — ଦୁନ୍ଦୁଭି ଆଦି ବାଦ୍ୟର ଧ୍ୱନ୍ୟନୁକରଣବିଶେଷ — The sound of small drums
  • ଦେ. ଅ. (ଧ୍ୱନ୍ୟନୁକରଣ) — ଧେଁକ୍ ଧେଁକ୍ ଥେଇ ଥେଇ ଦୁନ୍ଦୁଭି ବାଜେ ଝିଙ୍ଗିଡ଼ି ଗିଡ଼ି ଗିଡ଼ି ଥେଇ ଥେଇ ସାଜେ। ପ୍ରାଚୀ, ରହସ୍ୟମଞ୍ଜରୀ।