ଝିଙ୍କିବା Jhiṅkibā

  • ଦେ. କ୍ରି. (ସଂ. ଧିକ୍ଷ ଧାତୁ=କ୍ଳେଶନ, ସଂଦୀପନ) — ବଳପୂର୍ବକ ଆକର୍ଷଣ କରିବା; ଓଟାରିବା; ଝାଙ୍କିବା — To drag; to pull with a jerk; to haul
  • ଦେ. କ୍ରି. (ସଂ. ଧିକ୍ଷ ଧାତୁ=କ୍ଳେଶନ, ସଂଦୀପନ) — ସଭା ମଧ୍ୟେ ଝିଙ୍କିଲା ମୋ ବସନ। କୃଷ୍ଣସିଂହ, ମହାଭାରତ, ସଭା।
  • ଦେ. କ୍ରି. (ସଂ. ଧିକ୍ଷ ଧାତୁ=କ୍ଳେଶନ, ସଂଦୀପନ) — ରଜ୍ଜୁ ଆଦିକୁ ଟାଣିବା — To pull a rope; to tug
  • ଦେ. କ୍ରି. (ସଂ. ଧିକ୍ଷ ଧାତୁ=କ୍ଳେଶନ, ସଂଦୀପନ) — ବଳପୂର୍ବକ ଆକର୍ଷଣ କରିବା — To attract with force
  • ଦେ. କ୍ରି. (ସଂ. ଧିକ୍ଷ ଧାତୁ=କ୍ଳେଶନ, ସଂଦୀପନ) — କେଉଁ ଯୁବତୀକି ନେଉ ନାହିଁ ଝିଙ୍କି ତା ନୟନ ଫାନ୍ଦ। କବିସୂର୍ଯ୍ୟ, ସଙ୍ଗୀତ।
  • ଦେ. କ୍ରି. (ସଂ. ଧିକ୍ଷ ଧାତୁ=କ୍ଳେଶନ, ସଂଦୀପନ) — ଊଣା କରିବା — To lessen; to diminish
  • ଦେ. କ୍ରି. (ସଂ. ଧିକ୍ଷ ଧାତୁ=କ୍ଳେଶନ, ସଂଦୀପନ) — ପ୍ରହାର କରିବାପାଇଁ ଅସ୍ତ୍ରାଦିକୁ ବଳପୂର୍ବକ ଟାଣି ଆଣିବା — To draw out a weapon
  • ଦେ. କ୍ରି. (ସଂ. ଧିକ୍ଷ ଧାତୁ=କ୍ଳେଶନ, ସଂଦୀପନ) — କାତି ଝିଙ୍କି ପଛେ ଛାତିରେ ପ୍ରହାର। କବିସୂର୍ଯ୍ୟ, ସଙ୍ଗୀତ।
  • ଦେ. କ୍ରି. (ସଂ. ଧିକ୍ଷ ଧାତୁ=କ୍ଳେଶନ, ସଂଦୀପନ) — (ଲକ୍ଷଣାର୍ଥ) ଏକତ୍ର ସଂଗ୍ରହ କରିବାପାଇଁ ବଳପୂର୍ବକ ଓଟାରିବା — (figurative) To pull down with force in order to gather
  • ଦେ. କ୍ରି. (ସଂ. ଧିକ୍ଷ ଧାତୁ=କ୍ଳେଶନ, ସଂଦୀପନ) — ଝିଙ୍କି ଆଣି ଅଙ୍ଗେ କଲଣି ଜମା। କବିସୂର୍ଯ୍ୟ, କିଶୋରୀଚମ୍ପୂ, ଝ. ଗୀତ।