ଝିଙ୍କାଝିଙ୍କି Jhiṅkājhiṅki
- ଦେ. ବି — ଅନ୍ଯୋନ୍ୟରେ ଓଟରା ଓଟରି କର୍ମ — Mutually pulling
- ଦେ. ବି — ଟଣା ଓଟରା — Pushing and tugging
- ଦେ. ବି — ସେ କଠିନ ଝିଙ୍କାଝିଙ୍କିରୁ ନିସ୍ତାର ଲାଭ ଲାଗି ଆଗୁଁ ହୁଅ ହୁସିଆର। ରାଧାନାଥ, ଦରବାର।
- ଦେ. ବିଣ — ଅନ୍ଯୋନ୍ୟର ଓଟରା ଓଟରି ହେଉଥିବା; ପରସ୍ପର ଦ୍ୱାରା ଆକର୍ଷିତ — Mutually pulled; pulled by each other