ଝିଙ୍କର Jhiṅkara

  • ଦେ. ବି. (ସଂ. କଙ୍କର) — ଭଙ୍ଗା ହାଣ୍ଡିର ଖପରା — Bits of broken earthen pots; potsherd
  • ଦେ. ବି. (ସଂ. କଙ୍କର) — ହାଣ୍ଡିର ଭଙ୍ଗା ଫନ୍ଦ — Broken bits of the edge of earthen pots
  • ଦେ. ବି. (ସଂ. କଙ୍କର) — ଖପରଲୀ ବା ଘର ଛୁଆଣି କରିବାର ଖପରା — Earthen tiles for thatching houses with
  • ଦେ. ବି. (ସଂ. କଙ୍କର) — ଝିଙ୍କ ଜନ୍ତୁ — Porcupine