ଝିଙ୍କରଡିଆଁ Jhiṅkara-ḍiāñ

  • ଦେ. ବି — ଖପରାଡ଼ିଆଁ (ଦେଖ) — Khaparāḍiāñ (See)
  • ଦେ. ବିଣ — (କାଳେ ଅଇଁଠାହାଣ୍ଡିର ଖପରାକୁ ଗୋଡ଼ରେ ମାଡ଼ିଲେ ଅଶୁଚି ହେବ ଏହି ଭୟରେ ବାଟ ଚାଲିଲା ବେଳେ ବାଟରେ ପଡ଼ିଥିବା ଖପରାମାନଙ୍କୁ ଡେଇଁ ଡେଇଁ ଯିବା ଲୋକ) ଅତିରିକ୍ତ ନିଷ୍ଠାପର — Over-rigid in observing rules of outward purity
  • ଦେ. ବିଣ — ଅତି ଚିଡ଼ଲ — Very peevish