ଝିଙ୍କର ଜାଲ Jhiṇkara jāla
- ଦେ. ବି — ମଝିରେ ମଝିରେ ଝିଙ୍କର ବନ୍ଧା ହୋଇଥିବା ଜାଲ ବା ଦଉଡ଼ି — A rope in which potsherds are tied at intervals and which is dragged along the bottom of shallow muddy pools to dislodge the fishes from the bottom
- ଦେ. ବି — [ଦ୍ର—ଏ ଜାଲକୁ ପଙ୍କପାଣିରେ ଦୁଇଜଣ ଲୋକ ଦୁଇ ମୁଣ୍ଡରୁ ଧରି ଟାଣନ୍ତି ଓ ସେ ଜାଲ ପଛେ ପୋଳୁହ ଧରିଥିବା ବ୍ଯକ୍ତିମାନେ ମାଛଙ୍କୁ ଅନିଶା କରି କରି ଚାଲନ୍ତି ଓ ଝିଙ୍କରଦ୍ୱାରା ଚାଳିତ ହୋଇ ମାଛ ଜଳାଶୟର ତଳକୁ ଛାଡ଼ି ଉପରକୁ ଉଠିବାର ଦେଖା ଗଲେ ପୋଳୁହାମାନେ ମାଛଙ୍କୁ ପୋଳୁହରେ ମାଡ଼ି ବସନ୍ତି।]