ଝିଙ୍କକାଠି Jhiṅka-kāṭhi

  • ଦେ. ବି — ଝିଙ୍କ ଜୀବଙ୍କ ଦେହର କାଠି — The erectile spine or quill of a porcupine
  • ଦେ. ବି — ଝିଙ୍କ କାଠି ଖଞ୍ଜି ବାନ୍ଧି କେଶପାଶ କର୍ଣ୍ଣେ ଶତରନ୍ଧ୍ର ଶୋଭେ ଶତଫାଶ—ତାରିଣୀ, ଋଷିକୁଲ୍ୟା।
  • ଦେ. ବି — [ଦ୍ର—ଏ କାଠିମାନ ଲମ୍ବରେ ଏକ ମୁଠୁଣି ପର୍ଯ୍ୟନ୍ତ ହୁଏ। ଏଥିରେ କଳା ଓ ଧଳା ପଟି ଥାଏ। ଏ କାଠିମାନ ପୋଥିର ଡୋରକୁ ଅଟକାଇବା ନିମନ୍ତେ ଓ ସ୍ତ୍ରୀମାନଙ୍କ ଜୁଡ଼ାରେ ଗୋଜି— କାଠିରୂପେ ବ୍ଯବହୃତ ହୁଏ।]