ଝିଇ ପକାଇବା Jhi-i pakāibā
- ପ୍ରାଦେ (ଗଞ୍ଜାମ ଓ ଗଡ଼ଜାତ) କ୍ରି — ପୋଡ଼ୁହ ବା ଅଣ୍ଡିରା ମଇଁଷିଙ୍କ ଜଗୁଆଳ ପିଲାମାନେ ପୋଡ଼ୁହର ଲାଙ୍ଗୁଡ଼ରେ ହାତ ମାରି "ଝି! ଝି! ତର୍ର ଝି!" ଡାକ ଡାକିବା ଦ୍ୱାରା ପୋଡ଼ୁହମାନଙ୍କୁ ଗାଧୋଇବା ପାଇଁ ପାଣିରେ ଶୁଆଇବା — (the buffalo-herds) To get the buffaloes to lie down in water during a bath by uttering a call