ଝାଡ଼ୁଦୁମା Jhāṟḍ̠u dumā

  • ଦେ. ବିଣ. (ହି. ଝାଡ଼ୁ+ଫା. ଦୁମ୍=ଲାଙ୍ଗୁଡ଼) — ଯେଉଁ ହାତୀର ଲାଙ୍ଗୁଡ଼ ଝାଡ଼ୁ ପରି ଅଗ୍ରବିସ୍ତୁତ (ଏପରି ହାତୀ ଅଏବୀ ବୋଲି ବିବେଚିତ) — (elephant) Having the end of the tail spreading out like a broomstick