ଝାଡ଼ୁଖିଆ Jhāṟḍ̠u-khiā

  • ଦେ. ବିଣ. ପୁଂ. — ଯେ ଝାଡ଼ୁରେ ମାଡ଼ ଖାଏ — Getting a thrashing with broomstick
  • ଦେ. ବିଣ. ପୁଂ. — (ଗାଳି) ଯାହାକୁ ସ୍ତ୍ରୀଲୋକ ଝାଡ଼ୁ ମାରେ — (a term of abuse) One who is beaten with a broomstick by a woman