ଝାଡ଼ୁ ମୁଠା Jhāṟḍ̠u muṭhā

  • ଦେ. ବି.—(ହି. ଝାଡ଼ୁ+ସଂ. ମୁଷ୍ଟି) — ସମ୍ମାର୍ଜ୍ଜନୀ ପାଇଁ ଏକତ୍ର ବନ୍ଧା ହୋଇଥିବା ଖଡ଼ିକା ବା ଖଜୁରି— ପତ୍ରାଦିର ଗୁଚ୍ଛ; ଛାଞ୍ଚୁଣୀ ମୁଠା — Broomstick