ଝାଡ଼ୁ ବର୍ଦାର୍ Jhāṟḍ̠u-bardār

  • ଦେ. ବି.—(ହି. ଝାଡ଼ୁ+ଫା. ପ୍ରତ୍ୟୟ ବର୍ଦାର୍= ବାହକ) — ରାସ୍ତା ଘାଟ ଆଦି ପରିଷ୍କାର କରିବା ଯେଉଁ ଲୋକର ବୃତ୍ତି ଅଟେ; ମେହେନ୍ତର — A sweeper by profession