ଝାଡ଼ୁ ଦେବା Jhāṟḍ̠u debā

  • ଦେ. କ୍ରି — କୌଣସି ସ୍ଥାନକୁ ଝାଡ଼ୁଦ୍ୱାରା ଓଳାଇବା — To sweep a plase clean with a broom
  • ଦେ. କ୍ରି — କୌଣସି ବ୍ଯକ୍ତିକୁ ଝାଡ଼ୁଦ୍ୱାରା ପ୍ରହାର କରିବା — To beat with a broomstick