ଝାଡ଼ୁ ଟୋକେଇ Jhāṟḍ̠u ṭokei

  • ଦେ. ବି. (ସହଚର ଶବ୍ଦ) — ମେହେନ୍ତର ଓ ମେହେନ୍ତରାଣୀମାନଙ୍କର ରାସ୍ତା— ଘାଟ ଓ ପାଇଖାନା ସଫା କରିବାର ଦୁଇଟି ଆବଶ୍ୟକ ଉପକରଣ, ବଢ଼ିଣା ଓ ଟୋକେଇ — Broom and basket used by sweepers (in cleansing roads and latrines)