ଝାଡ଼ିଝୁଡ଼ି Jhāṟḍ̠ijhuṟḍ̠i
- ଦେ. କ୍ରି. ବିଣ. (ଝାଡ଼ିବା କ୍ରିୟାର ଅସମାପିକା ରୂପ ସଙ୍ଗେ ଧ୍ୱନ୍ୟନୁକାରୀ ଝୁଡ଼ିବା କ୍ରୟାର ଅସମାପିକା ରୂପ ଯୁକ୍ତ ହୋଇ କ୍ରି, ବିଣ ରୂପେ ବ୍ଯବହୃତ) — ଉତ୍ତମରୂପେ ପରିଷ୍କାରପୂର୍ବକ; ଉତ୍ତମରୂପେ ଓଳିଆପୋଳିଆ କରି — After cleansing thoroughly; after a thorough sweeping
- ଦେ. କ୍ରି. ବିଣ. (ଝାଡ଼ିବା କ୍ରିୟାର ଅସମାପିକା ରୂପ ସଙ୍ଗେ ଧ୍ୱନ୍ୟନୁକାରୀ ଝୁଡ଼ିବା କ୍ରୟାର ଅସମାପିକା ରୂପ ଯୁକ୍ତ ହୋଇ କ୍ରି, ବିଣ ରୂପେ ବ୍ଯବହୃତ) — (ଯଥା—ଘରଟିକୁ ଝାଡ଼ିଝୁଡ଼ି ସଫା କରିଦିଅ।)
- ଦେ. କ୍ରି. ବିଣ. (ଝାଡ଼ିବା କ୍ରିୟାର ଅସମାପିକା ରୂପ ସଙ୍ଗେ ଧ୍ୱନ୍ୟନୁକାରୀ ଝୁଡ଼ିବା କ୍ରୟାର ଅସମାପିକା ରୂପ ଯୁକ୍ତ ହୋଇ କ୍ରି, ବିଣ ରୂପେ ବ୍ଯବହୃତ) — ନିଃଶେଷ କରି; କିଛି ମାତ୍ର ବାକି ନ ରଖି — Exhaustively; without leaving out any thing in it
- ଦେ. କ୍ରି. ବିଣ. (ଝାଡ଼ିବା କ୍ରିୟାର ଅସମାପିକା ରୂପ ସଙ୍ଗେ ଧ୍ୱନ୍ୟନୁକାରୀ ଝୁଡ଼ିବା କ୍ରୟାର ଅସମାପିକା ରୂପ ଯୁକ୍ତ ହୋଇ କ୍ରି, ବିଣ ରୂପେ ବ୍ଯବହୃତ) — (ଯଥା—ବାକ୍ସକୁ ଝାଡ଼ିଝୁଡ଼ି ଦେଖିଲି ଯେ ସେଥିରେ ଚାରି ଅଣା ପଇସା ପଡ଼ିଛି।)
- ଦେ. କ୍ରି. ବିଣ. (ଝାଡ଼ିବା କ୍ରିୟାର ଅସମାପିକା ରୂପ ସଙ୍ଗେ ଧ୍ୱନ୍ୟନୁକାରୀ ଝୁଡ଼ିବା କ୍ରୟାର ଅସମାପିକା ରୂପ ଯୁକ୍ତ ହୋଇ କ୍ରି, ବିଣ ରୂପେ ବ୍ଯବହୃତ) — ଦେହରେ ବା ଗୃହାଦିରେ ଟିକିଏ ମାତ୍ର ମଳି ବା ଧୂଳି ନଛାଡ଼ି — Without leaving a speck of dust or dirt (in the body or house or place)
- ଦେ. କ୍ରି. ବିଣ. (ଝାଡ଼ିବା କ୍ରିୟାର ଅସମାପିକା ରୂପ ସଙ୍ଗେ ଧ୍ୱନ୍ୟନୁକାରୀ ଝୁଡ଼ିବା କ୍ରୟାର ଅସମାପିକା ରୂପ ଯୁକ୍ତ ହୋଇ କ୍ରି, ବିଣ ରୂପେ ବ୍ଯବହୃତ) — କୌଣସି ବ୍ଯକ୍ତି ନିକଟରେ କପର୍ଦ୍ଦକ ମାତ୍ର ବା ସମ୍ବଳ ମାତ୍ର ନ ଛାଡ଼ି — Without leaving a single penny or article with a person
- ଦେ. କ୍ରି. ବିଣ. (ଝାଡ଼ିବା କ୍ରିୟାର ଅସମାପିକା ରୂପ ସଙ୍ଗେ ଧ୍ୱନ୍ୟନୁକାରୀ ଝୁଡ଼ିବା କ୍ରୟାର ଅସମାପିକା ରୂପ ଯୁକ୍ତ ହୋଇ କ୍ରି, ବିଣ ରୂପେ ବ୍ଯବହୃତ) — (ଯଥା—ଡକେଇତମାନେ ତା ଘରୁ ସବୁ ଝାଡ଼ିଝୁଡ଼ି ଲୁଟି କରି ନେଲେ।)
- ଦେ. କ୍ରି. ବିଣ. (ଝାଡ଼ିବା କ୍ରିୟାର ଅସମାପିକା ରୂପ ସଙ୍ଗେ ଧ୍ୱନ୍ୟନୁକାରୀ ଝୁଡ଼ିବା କ୍ରୟାର ଅସମାପିକା ରୂପ ଯୁକ୍ତ ହୋଇ କ୍ରି, ବିଣ ରୂପେ ବ୍ଯବହୃତ) — ଦେହରେ ରୋଗର ସାମାନ୍ୟ ଚିହ୍ନ ମାତ୍ର ନ ଛାଡ଼ି — Without leaving an atom of disease in the body of a person
- ଦେ. କ୍ରି. ବିଣ. (ଝାଡ଼ିବା କ୍ରିୟାର ଅସମାପିକା ରୂପ ସଙ୍ଗେ ଧ୍ୱନ୍ୟନୁକାରୀ ଝୁଡ଼ିବା କ୍ରୟାର ଅସମାପିକା ରୂପ ଯୁକ୍ତ ହୋଇ କ୍ରି, ବିଣ ରୂପେ ବ୍ଯବହୃତ) — (ଯଥା—ବୈଦ୍ୟ ରୋଗୀ ଦେହରୁ ଜରକୁ ଝାଡ଼ିଝୁଡ଼ି ନେଇ ଗଲେ।)