ଝାଡ଼ ଫୁଙ୍କ Jhāṟḍ̠a phuṅka

  • ଦେ. ବି. (ସହଚର; ଝାଟା=ସମ୍ମାର୍ଜନ+ପୁତ୍କାର) — ରୋଗ ବା ଭୂତାଦି ଅପସାରଣାର୍ଥ ମନ୍ତ୍ର ଉଚ୍ଚାରଣ କରି ରୋଗାକ୍ରାନ୍ତ ବା ଭୂତାକ୍ରାନ୍ତ ବ୍ଯକ୍ତିର ଅଙ୍ଗରେ ଆଙ୍ଗୁଠି ଚଳାଇବା (ଝାଡ଼ିବା) ଓ ଅଙ୍ଗମାନଙ୍କରେ ଫୁତ୍କାର ଦେବା (ଫୁଙ୍କିବା) — Moving the fingures and blowing whifs on the body of a person attacked with fever or evil spirits; exorcising, making passes over the body of a person possessed of evil spirit or suffering from diseases