ଝାଡ଼ ଫାନସ, ଝାଡ଼ ଫାନୁସ Jhāṟḍ̠a phāna(u)sa

  • ଦେ. ବି. (ସଂ. ଝାଟ+ଫା. ଫାନୂସ୍) — ରୋସନୀ ଓ ମଜଲିସରେ ସଜାଯିବା କାଚର ଆଲୋକ ସ୍ତମ୍ଭମାନ — Chandeliars and chinese lanterns
  • ଦେ. ବି. (ସଂ. ଝାଟ+ଫା. ଫାନୂସ୍) — ଏକପ୍ରକାର ବାଣ ବା ଆତସବାଜି ଯାହା ଜଳାଗଲେ ଝାଡ଼ପରି ଦେଖାଯାଏ — A kind of firework which exhibits chandeliar-figures when set on fire