ଝାସ Jhāsa

  • ଦେ. ବି. (ସଂ. ଝଷ ଧାତୁ=ବଧ କରିବା, ସଂ. ଝମ୍ପ; ସଂ. ଧ୍ୱଂସ) — କୌଣସି ସତ୍ୟର ପରୀକ୍ଷା ବା ପ୍ରାଣତ୍ୟାଗ ନିମନ୍ତେ ଜଳ ବା ଅଗ୍ନିକୁ ଡେଇଁବା — Jumping into fire or water for ordeal or suicide
  • ଦେ. ବି. (ସଂ. ଝଷ ଧାତୁ=ବଧ କରିବା, ସଂ. ଝମ୍ପ; ସଂ. ଧ୍ୱଂସ) — ବିକଳ୍ପିଥିଲେ ଦେବି ଅନଳେ ଝାସ। ଭଞ୍ଜ, ବୈଦେହୀଶବିଳାସ।
  • ଦେ. ବି. (ସଂ. ଝଷ ଧାତୁ=ବଧ କରିବା, ସଂ. ଝମ୍ପ; ସଂ. ଧ୍ୱଂସ) — (ସଂ. ଧର୍ଷଣ) ଅଗ୍ନି ବା ସୂର୍ଯ୍ୟଙ୍କର ତେଜ; ତାତି; ତାପ; ଧାସ — Glare; blaze of the sun or fire
  • ଦେ. ବି. (ସଂ. ଝଷ ଧାତୁ=ବଧ କରିବା, ସଂ. ଝମ୍ପ; ସଂ. ଧ୍ୱଂସ) — ନୀପବନ ପବନ ନିର୍ଦ୍ଧୂମଶିଖ ଧନଞ୍ଜୟ ଝାସରୁ କରେ କଟୁ କେଳି। କବିସୂର୍ଯ୍ୟ, କିଶୋରୀଚମ୍ପୂ, ନ ଗୀତ।