ଝାଳବୁହା Jhāḻa-bhuā

  • ଦେ. ବିଣ — କଠୋର ପରିଶ୍ରମଦ୍ୱାରା ଉପାର୍ଜିତ — Hard-earned; earned by the sweat of the brow
  • ଦେ. ବିଣ — (ଯଥା—ଝାଳବୁହା କଉଡ଼ି।)
  • ଦେ. ବିଣ — ଯେଉଁ କାର୍ଯ୍ୟ ବା ପରିଶ୍ରମ କଲେ ଶରୀରରୁ ଶ୍ରମଝାଳ ବହେ — (work. or labour) Which causes one to perspire
  • ଦେ. ବିଣ — (ଯଥା—ଝାଳବୁହା ମିହନ୍ତ)