ଝାଳ ମାରିବା

  • ଦେ. କ୍ରି — ପରିଶ୍ରମ ଯୋଗୁଁ ଦେହରୁ ବୋହୁଥିବା ଘର୍ମକୁ ପବନ ସାହାଯ୍ଯରେ ଶୁଖାଇବା।
  • ଦେ. କ୍ରି — [ଦ୍ର—ମୁଣ୍ଡଝାଳ ଗୋଡ଼ରେ ମାରିବା—ଢଗ; ଅର୍ଥତ୍ ମୁଣ୍ଡରୁ ଝାଳ ବୋହି ଝାଳର ଧାର ଗୋଡ଼ ପର୍ଯ୍ୟନ୍ତ ବୋହି ଆସିବାଯାଏ ପରିଶ୍ରମ କରିବା; କଠୋର ପରିଶ୍ରମ କରିବା।]