ଝାଲରଦାର୍ Jhālara-dā

  • ଦେ. ବି. (ସଂ. ଝଲ୍ଲରୀ+ଫା. ପ୍ରତ୍ୟୟ ଦାର୍) — ଯେଉଁ ଥିରେ ଝାଲର ଓହୋଳି ଥାଏ — Having hanging fringes or frills