ଝାରିବା Jhāribā

  • ଦେ. କ୍ରି—(ତୁଳ. ଏହି ଅର୍ଥରେ ହି. ଝାର୍ନା) — ଝାଡ଼ିବା (ଦେଖ) — Jhāṟḍ̠ibā (See)
  • ଦେ. କ୍ରି—(ତୁଳ. ଏହି ଅର୍ଥରେ ହି. ଝାର୍ନା) — ଝରାଇବା; ଗଡ଼ାଇବା — To let fall; to drop
  • ଦେ. କ୍ରି—(ତୁଳ. ଏହି ଅର୍ଥରେ ହି. ଝାର୍ନା) — ମୁକ୍ତାନିନ୍ଦୀ ଅଶ୍ରୁବିନ୍ଦୁ ଝାରି ନେତ୍ର ଅନ୍ତେ—ନନ୍ଦକିଶୋର, ସୀତାବନବାସ।
  • ପ୍ରାଦେ. (ସମ୍ବଲପୁର) କ୍ରି — ବାଲିରେ ମିଶିଥିବା ସୁନାରେଣୁକୁ ପାଛୁଡ଼ି ବାହାର କରିବା — To cause the gold dusts to separate from sand by winnowing or serving
  • ପ୍ରାଦେ. (ସମ୍ବଲପୁର) କ୍ରି — [ଦ୍ର—ସମ୍ବଲପୁର ଅଞ୍ଚଳରେ ଯେଉଁ ଜାତି ବାଲିରୁ ସୁନା ଝାରନ୍ତି ତାଙ୍କୁ ଝରା ବୋଲାଯାଏ।]