ଝାମ୍ପୁଲାଶିଂଘା Jhāmpulā-ṡiṁghā

  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଯେଉଁ ଗାଈ ବା ବଳଦର ଶୃଙ୍ଗଦ୍ୱୟ ଦୁଇଆଡ଼େ ବିପରୀତ ଦିଗରେ ବାହାରକୁ ବାହାରିଯାଏ — (cow or bullock) Having horns growing away from each other; with horns diverging away from each other