ଝାମ୍ପୁଡ଼ାମୁଣ୍ଡା Jhāmpuṟḍ̠ā-muṇḍā

  • ଦେ. ବିଣ. ପୁଂ — ଯାହାର ମୁଣ୍ଡରେ ଛୋଟ ଛୋଟ କେଶ ଆଲୁଳାୟିତ ଓ ଅଡ଼ୁଆ ହୋଇଥାଏ — Having dishevelled or tangled short hair
  • ଦେ. ବିଣ. ପୁଂ — ଯାହାର ମୁଣ୍ଡର ବାଳ ଝାମ୍ପୁଡ଼ା ହୋଇଥାଏ — Having a bushy head of hair