ଝାମ୍ପାନ୍ Jhāmpān

  • ଦେ. ବି (ସଂ. ଝମ୍ପ+ଯାନ) — ଝମ୍ପନ୍ (ଦେଖ) — Jhampan (See)
  • ଦେ. ବି (ସଂ. ଝମ୍ପ+ଯାନ) — [ଦ୍ର—ଏହା ଖଇ ଚଲାଇବା ଟଙ୍ଗା ଆକାରରେ ବାଉଁଶ ଓ ରଜ୍ଜୁରେ ଗୁନ୍ଥା ହୋଇ ପ୍ରସ୍ଥୁତ ହୋଇଥାଏ। ଏହାର ଲମ୍ବା ଓ ଚୌଡ଼ା ଅଢ଼େଇ ଫୁଟ ଏବଂ ଉଚ୍ଚତା ଅର୍ଧ ଫୁଟ; ହରିଦ୍ୱାର ହୃଷୀକେଶ ପ୍ରଭୃତି ଅଞ୍ଚଳରେ ଏହା ମନୁଷ୍ୟବାହ୍ୟ ଯାନରୂପେ ବ୍ଯବହୃତ ହୁଏ— ମଦନମୋହନ ତୀର୍ଥଦର୍ଶନ 4 ର୍ଥ।] — [ଦ୍ର—ଏହା ଖଇ ଚଲାଇବା ଟଙ୍ଗା ଆକାରରେ ବାଉଁଶ ଓ ରଜ୍ଜୁରେ ଗୁନ୍ଥା ହୋଇ ପ୍ରସ୍ଥୁତ ହୋଇଥାଏ ଏହାର ଲମ୍ବା ଓ ଚୌଡ଼ା ଅଢ଼େଇ ଫୁଟ ଏବଂ ଉଚ୍ଚତା ଅର୍ଧ ଫୁଟ; ହରିଦ୍ୱାର ହୃଷୀକେଶ ପ୍ରଭୃତି ଅଞ୍ଚଳରେ ଏହା ମନୁଷ୍ୟବାହ୍ୟ ଯାନରୂପେ ବ୍ଯବହୃତ ହୁଏ— ମଦନମୋହନ ତୀର୍ଥଦର୍ଶନ4ର୍ଥ]