ଝାପ୍ସା Jhāp-sā
- ଦେ. ବିଣ. (ସଂ. ଅସ୍ପଷ୍ଟ; ଧୂମସାର) — ଅସ୍ପଷ୍ଟଭାବରେ ଦେଖାଯିବା (ବସ୍ତୁ) — Seen indistinctly; dimly seen
- ଦେ. ବିଣ. (ସଂ. ଅସ୍ପଷ୍ଟ; ଧୂମସାର) — ଅସ୍ପଷ୍ଟଭାବରେ ଦେଖି ପାରିବା; ଜାଲଜାଳୁଆ (ଦୃଷ୍ଟି) — Filmy; blurred (eye-sight)
- ଦେ. ବି — ଚାଳିଶା; 40 ବର୍ଷ ଟପିବା ବ୍ଯକ୍ତିଙ୍କର ଅକ୍ଷର ଆଦି ସଫା ପଢି ନ ପାରିବା ଅବସ୍ଥା — ଚାଳିଶା;40ବର୍ଷ ଟପିବା ବ୍ଯକ୍ତିଙ୍କର ଅକ୍ଷର ଆଦି ସଫା ପଢି ନ ପାରିବା ଅବସ୍ଥା—. Dimness of eye- sight after the age of 40 years
- ଦେ. ବି — ଚକ୍ଷୁର ରୋଗବିଶେଷ; ଯେଉଁ ରୋଗରେ ଆଖି ଉପରେ ପତଳା ଆବରଣ ମାଡ଼ି ଯିବାରୁ ରୋଗୀକୁ ପଦାର୍ଥ ସବୁ କୁହୁଡ଼ି ମାଡ଼ିଥିବା ଭଳି ଅସ୍ପଷ୍ଟ ଦେଖାଯାଏ; ଜଳକା ଧରିବା ରୋଗ — Glaucoma; an eyedisease causing dimness of vision