ଝାପ୍ଟା ମାରିବା Jhāp-ṭā māribā
- ଦେ. କ୍ରି — (ବର୍ଷା ଜଳ ଆଦି)ଜୋରରେ ଛିଞ୍ଚଡ଼ା ମାରିବା; ଛାଟିବା — (rain water) To strike slantingly against some thing; to dash
- ଦେ. କ୍ରି — (ଝଡ଼ ବା ପବନର ହପ୍ପା) ଥରେ ଆଘାତ କରିବା — (wind) To strike violently with a gush
- ଦେ. କ୍ରି — (ପାଣି) ଛାଟି ହେବା — To dash (water) against a thing to splash