ଝାନ୍ସି Jhān-si

  • ଦେ. ବି. (ନାମ) — ରାଜପୁତାନା ଅନ୍ତର୍ଗତ ଗୋଟିଏ ବଡ଼ ସହର — Jhānsi; a town in Rājaputanā
  • ଦେ. ବି. (ନାମ) — [ଦ୍ର—ଅରଛା ରାଜ୍ୟର ରାଜା ବୀରସିଂହଙ୍କଦ୍ୱାରା ଏଠାରେ ଏକ ପ୍ରସିଦ୍ଧ ଦୁର୍ଗ ନିର୍ମିତ ହୋଇଥିଲା। ଝାନ୍ସି ରାଣୀ ଲକ୍ଷ୍ମୀବାଈ ଉକ୍ତ ଦୁର୍ଗ ରକ୍ଷା ପାଇଁ ଇଂରେଜଙ୍କ ସହିତ ଘୋର ଯୁଦ୍ଧ କରିଥିବା ବିଷୟ ଇତିହାସ ପ୍ରସିଦ୍ଧ—ମଦନମୋହନ, ତୀର୍ଥଦର୍ଶନ, 4 ର୍ଥ।] — [ଦ୍ର—ଅରଛା ରାଜ୍ୟର ରାଜା ବୀରସିଂହଙ୍କଦ୍ୱାରା ଏଠାରେ ଏକ ପ୍ରସିଦ୍ଧ ଦୁର୍ଗ ନିର୍ମିତ ହୋଇଥିଲା ଝାନ୍ସି ରାଣୀ ଲକ୍ଷ୍ମୀବାଈ ଉକ୍ତ ଦୁର୍ଗ ରକ୍ଷା ପାଇଁ ଇଂରେଜଙ୍କ ସହିତ ଘୋର ଯୁଦ୍ଧ କରିଥିବା ବିଷୟ ଇତିହାସ ପ୍ରସିଦ୍ଧ—ମଦନମୋହନ, ତୀର୍ଥଦର୍ଶନ,4ର୍ଥ]