ଝାଡ଼ାକଇଆ Jhāṟḍ̠ā-kaiā

  • ଦେ. ବିଣ. ପୁଂ — ଓଲାଉଠା ରୋଗାକ୍ରାନ୍ତ — Attacked with cholera
  • ଦେ. ବିଣ. ପୁଂ — (ଯଥା—ଝଡ଼ାକଇଆ ମଳୁ।)
  • ଦେ. ବିଣ. ପୁଂ — (ଗାଳି ବା ଅଭିଶାପରେ ବ୍ଯବହୃତ) ଯେ ଓଲାଉଠାରେ ମରିବ — (a curse) Beest thou attacked with cholera