ଝାଟୁଏଇବା Jhāṭueibā

  • ଦେ. କ୍ରି. (ସଂ. ଝାଟ) — ଆବର୍ଜ୍ଜନାସବୁ ଓଳାଇବା — To sweep; to brush
  • ଦେ. କ୍ରି. (ସଂ. ଝାଟ) — ଘରଯାକ ସବୁ ସେ ଝାଟୁଆଉ ରହି। କୃଷ୍ଣସିଂହ, ମହାଭାରତ, ବନ।