ଝାଟିମାଟି ସଡ଼କ Jhāṭimāṭi saṟḍ̠aka
- ଦେ. ବି — ବାଲି ବା କାଦୁଅ ଉପରେ ଗୁଡ଼ିଏ ଝାଟି ଦେଇ ତା ଉପରେ ମାଟି ବିଛାଇ କରାଯିବା ସଡ଼କ — A fair-weather road made by spreading earth on twigs laid over sand or mud
- ଦେ. ବି — [ଦ୍ର—ଏ ସଡ଼କରେ ଘୋଡ଼ା ବଳଦଆଦିଙ୍କ ଗୋଡ଼ ବା ଗାଡ଼ିର ଚକ ବାଲିରେ ବା କାଦୁଅରେ ଭିତରକୁ ପଶିଯାଏ ନାହିଁ। ଏଥି ପାଇଁ ଗମନାଗମନର ସୁବିଧା ହୁଏ।]