ଝାଟି ଚମ୍ପା Jhāṭi champā
- ପ୍ରାଦେ (ଗଡ଼ଜାତ) ବି — ଏକ ପ୍ରକାର ବଡ଼ ଗଛ — A kind of big wild tree
- ପ୍ରାଦେ (ଗଡ଼ଜାତ) ବି — [ଦ୍ର—ଏହା ଉଚ୍ଚରେ 8/10 ହାତ ପର୍ଯ୍ୟନ୍ତ ବଢ଼େ; ପତ୍ର ଆମ୍ବ ପତ୍ର ପରି। ପତ୍ରକୁ 7 ଟି ମରିଚ ସଙ୍ଗେ ବାଟିଲେ ନାଳନାଳୁଆ ହୁଏ। ତାକୁ ଘାଆରେ ଲଦିଲେ ଘାଆ ଶୁଖିଯାଏ।] — [ଦ୍ର—ଏହା ଉଚ୍ଚରେ8/10ହାତ ପର୍ଯ୍ୟନ୍ତ ବଢ଼େ; ପତ୍ର ଆମ୍ବ ପତ୍ର ପରି ପତ୍ରକୁ7ଟି ମରିଚ ସଙ୍ଗେ ବାଟିଲେ ନାଳନାଳୁଆ ହୁଏ ତାକୁ ଘାଆରେ ଲଦିଲେ ଘାଆ ଶୁଖିଯାଏ]