ଝାଙ୍କର୍ Jhāṅkar
- ପ୍ରାଦେ (ସମ୍ବଲପୁର)ବି — ଅନାର୍ଯ୍ୟ ଜାତିବିଶେଷ — A non-Aryan caste in Sambalpur
- ପ୍ରାଦେ (ସମ୍ବଲପୁର)ବି — [ଦ୍ର—ଏମାନେ ବଣଦେବତାଙ୍କ ପୂଜାହାରୀ କାମ କରନ୍ତି ଓ ଗ୍ରାମ ଚଉକିଦାର କାର୍ଯ୍ୟ କରନ୍ତି।]
- ପ୍ରାଦେ (ସମ୍ବଲପୁର)ବି — ଗ୍ରାମର ଚଉକିଦାର — Village-watchman
- ପ୍ରାଦେ (ସମ୍ବଲପୁର)ବି — [ଦ୍ର—ଏମାନଙ୍କୁ ଦିଆ ଯାଇଥିବା ଜାଗିରିକୁ ଝାଙ୍କର ଜାଗିର୍ ବୋଲାଯାଏ।]