ଝାଇଁପାଣି Jhāiñ-pāṇi

  • ଦେ. ବି.—(ସଂ. ଧ୍ନା ଧାତୁ+ପାନୀୟ) — ଯେଉଁ ପାଣିକୁ ଅଗ୍ନି ଉତ୍ତାପରେ ଗରମ ନ କରି ତହି ମଧ୍ୟରେ ତାତିଲା ଲୁହା ଖଡ଼ିକା ଆଦି ମାଡ଼ି ଗରମ କରାଯାଏ — Water made warm by immersing a red-hot iron in it
  • ଦେ. ବି.—(ସଂ. ଧ୍ନା ଧାତୁ+ପାନୀୟ) — [ଦ୍ର—ଏହା ରୋଗୀର ପାନୀୟ।]