ଝାଇଁପଖାଳ Jhāiñ pakhāḻa

  • ଦେ. ବି.—(ସଂ. ଧ୍ନା ଧାତୁ;+ପ୍ରକ୍ଷାଳିତାନ୍ନ) — ଗରମ ପଖାଳ; ତବତ ଭାତ ତାତି ଥିବା ଅବସ୍ଥାରେ ତହିଁରେ ପାଣି ଦେଲେ ଯେଉଁ ପଖାଳ ହୁଏ; ଚାଇଁପଖାଳ; ତଟକା ସଜ ପଖାଳ — Boiled rice soaked with water while still warm