ଝାଇଁ ମାରିବା Jhāiñ māribā
- ଦେ. ବି. — ବହୁକାଳ ଏକ ଅବସ୍ଥାରେ ଅବସ୍ଥାନ କରିବା ଯୋଗୁଁ ଅବଶ ହୋଇ ଥିବା ଶରୀରର କୌଣସି ଅଙ୍ଗକୁ ସ୍ଥାନାନ୍ତର କଲେ ବା ଘୁଞ୍ଚାଇଲେ ଯେଉଁ ଝିମି ଝିମି ଅନୁଭୁତି ହୁଏ — Tingling sensation felt while moving a benumbed limb
- ଦେ. ବି. — ଝୋଲା ମାରିବା — Swooning; feeling of physical drooping; fainting