ଝଳଝଳିଆ Jhaḻajhaḻiā

  • ଦେ. ବି. — ହସ୍ତୀର କର୍ଣ୍ଣ (ନନ୍ଦେ) — The ear of the elephant
  • ଦେ. ବି. — ଆସ୍ଫାଳନ (ନନ୍ଦେ) — Blustering
  • ଦେ. ବିଣ — ପତଳା; ସରୁ — Of delicate texture
  • ଦେ. ବିଣ — ଜାଲଜାଲୁଆ — Net-like