ଝଲ୍ଲିକା Jhallikā
- ସଂ. ବି. (ଝଲ୍ଲ+ସ୍ୱାର୍ଥେ. କ+ଆ) — ଜ୍ୱାଳା; ଦୀପ୍ତି (ହି. ଶବ୍ଦସାଗର) — Blaze; glare
- ସଂ. ବି. (ଝଲ୍ଲ+ସ୍ୱାର୍ଥେ. କ+ଆ) — ଗାତ୍ରମାର୍ଜନୀ; ଗାମୁଛା — Towel; napkin
- ସଂ. ବି. (ଝଲ୍ଲ+ସ୍ୱାର୍ଥେ. କ+ଆ) — ଗାମୁଛାରେ ଦେହ ପୋଛିଲେ ଦେହରୁ ବାହାରିବା ମଳି (ହି. ଶବ୍ଦସାଗର) — Dirt coming out of the body when rubbed with a towel
- ସଂ. ବି. (ଝଲ୍ଲ+ସ୍ୱାର୍ଥେ. କ+ଆ) — ସୂର୍ଯ୍ୟ କିରଣର ତେଜ — The blaze of sun's rays