ଝଲ୍ଲରୀ Jhallarī

  • ସଂ. ବି. ସ୍ତ୍ରୀ. (ଝଲ୍ଲ=ଅନୁକରଣ ଧ୍ୱନି+ରା ଧାତୁ ଗ୍ରହଣ କରିବା +କର୍ତ୍ତୃ. ଅ; ସ୍ତ୍ରୀ. ଇ) — ବାଦ୍ୟବିଶେଷ; ନାଗରା — A kind of drum
  • ସଂ. ବି. ସ୍ତ୍ରୀ. (ଝଲ୍ଲ=ଅନୁକରଣ ଧ୍ୱନି+ରା ଧାତୁ ଗ୍ରହଣ କରିବା +କର୍ତ୍ତୃ. ଅ; ସ୍ତ୍ରୀ. ଇ) — ହୁଡୁକା — Bolt of a door
  • ସଂ. ବି. ସ୍ତ୍ରୀ. (ଝଲ୍ଲ=ଅନୁକରଣ ଧ୍ୱନି+ରା ଧାତୁ ଗ୍ରହଣ କରିବା +କର୍ତ୍ତୃ. ଅ; ସ୍ତ୍ରୀ. ଇ) — କ୍ଳେଦ — Liquid filth; moisture (Apte)
  • ସଂ. ବି. ସ୍ତ୍ରୀ. (ଝଲ୍ଲ=ଅନୁକରଣ ଧ୍ୱନି+ରା ଧାତୁ ଗ୍ରହଣ କରିବା +କର୍ତ୍ତୃ. ଅ; ସ୍ତ୍ରୀ. ଇ) — ଶୁଦ୍ଧତା — Purity
  • ସଂ. ବି. ସ୍ତ୍ରୀ. (ଝଲ୍ଲ=ଅନୁକରଣ ଧ୍ୱନି+ରା ଧାତୁ ଗ୍ରହଣ କରିବା +କର୍ତ୍ତୃ. ଅ; ସ୍ତ୍ରୀ. ଇ) — ଝାଞ୍ଜ (ହି. ଶବ୍ଦସାଗର) — Bellmetal cymbals
  • ସଂ. ବି. ସ୍ତ୍ରୀ. (ଝଲ୍ଲ=ଅନୁକରଣ ଧ୍ୱନି+ରା ଧାତୁ ଗ୍ରହଣ କରିବା +କର୍ତ୍ତୃ. ଅ; ସ୍ତ୍ରୀ. ଇ) — ସ୍ୱେଦ (ହି. ଶବ୍ଦସାଗର) — Sweat; perspiration
  • ସଂ. ବି. ସ୍ତ୍ରୀ. (ଝଲ୍ଲ=ଅନୁକରଣ ଧ୍ୱନି+ରା ଧାତୁ ଗ୍ରହଣ କରିବା +କର୍ତ୍ତୃ. ଅ; ସ୍ତ୍ରୀ. ଇ) — ମୁଦ୍ରିକାକାର କେଶଗୁଚ୍ଛ — A lock of hair; a curl