ଝଲ୍ଲକଣ୍ଠ Jhalla-kaṇṭha

  • ସଂ. ବି. (ବହୁବ୍ରୀହ; ଝଲ୍ଲ=ଦୀପ୍ତି ଅଛି କଣ୍ଠରେ ଯାହାର) — ପାରା (ହି. ଶବ୍ଦସାଗର) — Pigeon